Jibana Thiba Jaye Lyrics, Singer : Human Sagar, Lyrics : Puspaka Parida

Jibana Thiba Jaye Lyrics, Singer : Human Sagar, Lyrics : Puspaka Parida

Jibana Thiba Jaye Lyrics, Singer : Human Sagar, Lyrics : Puspaka Parida 



Song Details
Album : Ijazat
Singer : Human Sagar
Lyrics : Puspaka Parida
Music director : Abinash Mishra
Arranger programing : Situ Ratha
Recorded at : MRR studio Cuttack
 level : Odia News24
Music level : Odia News24

Jibana thiba jaye Lyrics


ଜୀବନ ଥିବା ଯାଏ ତୋ ସାଥିରେ
ଜିଇଁବାକୁ ମୋତେ ଟିକେ ଦେ ଇଯାଜତ୍

ସ୍ପନ୍ଦନ ଥିବା ଯାଏ ମୋ ଛାତିରେ
କରୁଥିବି ତୋତେ ବେପହ୍ନା ମାହୋବତ୍

ମନ ମୋର ସଦା ଗୋଟେ ଡାଏରୀ
ତୁ ଆସି ଲେଖି ଜାରେ ଶାୟାରୀ

ଜନତ ରେ ...
ତୋଳିବି ମୁ ଇମାରତ

ଜୀବନ ଥିବା ଯାଏ ତୋ ସାଥିରେ
ଜିଇଁବାକୁ ମୋତେ ଟିକେ ଦେ ଇଯାଜତ୍

---Music---


ଛାତିରେ ମୋର ଛାତି ରେ ରହିଛୁ ଏମିତି
ମନ୍ଦିରେ ପୂଜାରୀ ମନ୍ଦିରେ ଦେବୀ ତୁ ଯେମିତି

ତୋ ପୂଜା ରେ...ପ୍ରେମ ର ଭିଜା ରେ...
ହର୍ ଘଡି ହର୍ ବକ୍ତ୍...

ଜୀବନ ଥିବା ଯାଏ ତୋ ସାଥିରେ
ଜିଇଁବାକୁ ମୋତେ ଟିକେ ଦେ ଇଯାଜତ୍
ସ୍ପନ୍ଦନ ଥିବା ଯାଏ ମୋ ଛାତିରେ
କରୁଥିବି ତୋତେ ବେପହ୍ନା ମାହୋବତ୍
---Music---

ନିଶ୍ୱାସ ଯେବେ ଯାଏ ନିଶ୍ୱାସ ଚାଲିବ ଦେହରେ
ଆୟୁଷ ମୋ ପ୍ରେମ ର ଆୟୁଷ ଥିବ ତୋ ସାଥିରେ

ମୁଁ ଥାଏ କି..ନଥାଏ..ମୋ ପ୍ରେମ
କରିବ..ତୋ ହିଫାଯତ୍

ଜୀବନ ଥିବା ଯାଏ ତୋ ସାଥିରେ
ଜିଇଁବାକୁ ମୋତେ ଟିକେ ଦେ ଇଯାଜତ୍
ସ୍ପନ୍ଦନ ଥିବା ଯାଏ ମୋ ଛାତିରେ
କରୁଥିବି ତୋତେ ବେପହ୍ନା ମାହୋବତ୍

ମନ ମୋର ସଦା ଗୋଟେ ଡାଏରୀ
ତୁ ଆସି ଲେଖି ଜାରେ ଶାୟାରୀ
ଜନତ ରେ ...
ତୋଳିବି ମୁ ଇମାରତ

Jibana Thiba Jaye Lyrics in English
Jibana Thiba jaye to sathire
Jeibaki mote tike de ijajat
Spandana thiba jaye mo chatire
Karuthibi tote bepanaha mohabat

Mana mora sada gote daery
Tu asi lekhi jare shayari

Jannat re...
Tolibi mu imarat

Jibana Thiba jaye to sathire
Jeibaki mote tike de ijajat

---Music---

Chatire Mora chatire rahichu emitii
Mandire pujari mandire debi tu jemiti

To pujare...premare bhijaere....
Haar ghadi haar bakt....

Jibana Thiba jaye to sathire
Jeibaki mote tike de ijajat
Spandana thiba jayemo chatire
Karuthibi tote bepanaha mohaba

---Music---

He Lalaaa Lalaaa....

Niswasa jebe jae niswasa
Chaliba dehare
Aayusa mo premare ayusa
Thiba to sathire

Mun thae...ki nathae...
Mo Prema kariba go to hifajat...

Jibana Thiba jaye to sathire
Jeibaki mote tike de ijajat
Spandana thiba jaye mo chatire
Karuthibi tote bepanaha mohabat

Mana mora sada gote daery
Tu asi lekhi jare shayari
Jannat re...
Tolibi mu imarat...

Lyrics : Puspaka Parida

Post a Comment

0 Comments