Ishq hua odia song lyricsSinger - Human Sagar and Arpita ChoudhuryAlbum - Ishq hua odia song
Song Credits
Album - Ishq hua odia song
Singer - Human Sagar and Arpita Choudhury
Lyrics - Prasanta Pati
Music - Lalit Kumar
Recording at - Milan studio
Banner - Monalisa production
Director - Lubun & Tubun
Ishq hua odia song lyrics
ଏଣେ ତେଣେ ବୁଲୁ ବୁଲୁ ମିଶିଗଲା ନଜର
ମୋ ଛାତିରେ ଢେଉ ଖେଳେ ତୋ ପ୍ରେମ ର ଜୁଆର
ମନ କହେ ଭିଜିବାକୁ ତୋ ପ୍ରେମ ବର୍ଷା ରେ
ନିଶ୍ୱାସ ମୋ ଲାଗେ ପରା ତୁ ଏକ ନିଜର
କିମିଆ କଲୁ ହେଲି ତୋ ଦିୱାନା
ତୋ ବିନା ସାଥି ମୁଁ କିଛି ଚାହେଁନା
ରହିଛୁ ତୁ ରଖିଥିବୁ ମୋ ଆଖି ରେ....
ହୁଆ ତୁଝସେ ହୁଆ ମୁଝେ ଇଶ୍କ ହୁଆ ରେ
ହୁଆ ତୁଝସେ ହୁଆ ମୁଝେ ଇଶ୍କ ହୁଆ ରେ
ହୁଆ ତୁଝସେ ହୁଆ ମୁଝେ ଇଶ୍କ ହୁଆ ରେ
ହୁଆ ତୁଝସେ ହୁଆ ମୁଝେ ଇଶ୍କ ହୁଆ ରେ
ହସ ତୋର ମୋତି ଝରା ଲାଗେ ମୋତେ ନିଜର
ସେଇ ହସ ହେବ ମୋର ଜିଇଁବାର ସାହାରା
ରଖିଥିଲି ସାତ ରଙ୍ଗ ମନ ତଳେ ଲୁଚେଇ
ଇନ୍ଦ୍ରଧନୁ ଆଙ୍କିଦେଲା ପ୍ରେମ ତୁଳି ଭିଜେଇ
କଟୁଛି ଦିନ ନା କେତେ ମୋ ରାତି
ହଁ ଲାଗୁନି ମନ ତୋ ବିନା ସାଥି
ସ୍ପନ୍ଦନ ମୋ ଚାଲେ ପରା ତୋ ପ୍ରେମ ରେ....
ହୁଆ ତୁଝସେ ହୁଆ ମୁଝେ ଇଶ୍କ ହୁଆ ରେ
ହୁଆ ତୁଝସେ ହୁଆ ମୁଝେ ଇଶ୍କ ହୁଆ ରେ
ହୁଆ ତୁଝସେ ହୁଆ ମୁଝେ ଇଶ୍କ ହୁଆ ରେ
ହୁଆ ତୁଝସେ ହୁଆ ମୁଝେ ଇଶ୍କ ହୁଆ ରେ
ଫୁଲ ସିନା ହସିଥାଏ ପ୍ରଜାପତି ଛୁଆଁ ରେ
ମୋ ସୁଖ ଦୁଃଖ ସବୁ ସାଥି ତୋରି ନାହିଁ ରେ
ଜିଇ଼ଁଥିବା ଯାଏ ତୋତେ ମୁଁ ରଖିବି ସାଇତି
ଛାଇ ପରି ସାଥେ ସାଥେ ରଖିଥିବି ଏମିତି
ଯିବିନି ଭୁଲି ହଁ କଥା ଦେଉଛି
ହଁ ତୋ ପ୍ରେମ ପାଇଁ ମୁଁ ସବୁ ପାଇଛି
ଆସୁ ଥିବି ସାଥି ହୋଇ ସବୁ ଜନ୍ମ ରେ
ହୁଆ ତୁଝସେ ହୁଆ ମୁଝେ ଇଶ୍କ ହୁଆ ରେ
ହୁଆ ତୁଝସେ ହୁଆ ମୁଝେ ଇଶ୍କ ହୁଆ ରେ
ହୁଆ ତୁଝସେ ହୁଆ ମୁଝେ ଇଶ୍କ ହୁଆ ରେ
ହୁଆ ତୁଝସେ ହୁଆ ମୁଝେ ଇଶ୍କ ହୁଆ ରେ
Ishq hua odia song lyrics in English
Red are Male&black are Female
Ene tene bulu bulu misigala najara
Mo chhatire dheu khele to prema ra juara
Mana kahe bhijibaku to prema ra barsha re
Niswas mo lage para tu eka nijara
Kimia kalu heli to Deewana
To bina sathi mun kichhi chanhena
Rahichhu tu rahithibu mo aakhire...
Hua tujhse hua mujhe ishq hua re
Hua tujhse hua mujhe ishq hua re
Hua tujhse hua mujhe ishq hua re
Hua tujhse hua mujhe ishq hua re
Hasa tora moti jhara lage mate niara
Sei hasa haba mora jiebara sahara
Rakhithili sata ranga mana tale luchei
Indradhanu aankidela prema tuli bhijei
Katuchhi dina na kate mo rati
Hn laguni mana to bina sathi
Spandan mo chale para to prema re....
Hua tujhse hua mujhe ishq hua re
Hua tujhse hua mujhe ishq hua re
Hua tujhse hua mujhe ishq hua re
Hua tujhse hua mujhe ishq hua re
Phula sina hasi thae prajapati chhuana re
Mo sukha dukha sabu sathi tora nahi re
Jiethiba jae tate rakhibi mun saiti
Chhai pari sathe sathe rahithibi emiti
Jibini bhuli tate katha dauchhi
Han to prema pai mun sabu paichhi
Aasuthibi sathi hei sabu janma re....
Hua tujhse hua mujhe ishq hua re
Hua tujhse hua mujhe ishq hua re
Hua tujhse hua mujhe ishq hua re
Hua tujhse hua mujhe ishq hua re
Lyrics - Prasanta Pati
0 Comments